Home city

city

ପୁଣି ବୃଦ୍ଧି ପାଉଛି ମାଓ କାର୍ଯ୍ୟକଳାପ, ବ୍ୟବସାୟୀଙ୍କ ନିକଟରୁ ଖାଦ୍ୟଦ୍ରବ୍ୟ ଓ ଟଙ୍କା ନେଇ ଫେରାର

ରିପୋର୍ଟ: ସନ୍ତୋଷ ନାୟକ // ବଲାଙ୍ଗୀର, ତା୦୨-୦୨):ବଲାଙ୍ଗୀର ଜିଲ୍ଲା ଲାଠୋର ନିକଟସ୍ଥ ବେନ୍ଦେର ଜଙ୍ଗଲରେ ପୋଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଛି । ଜଙ୍ଗଲରେ ମାଓବାଦୀ ଗତିବିଧି ନେଇ ଗତ ଡିସେମ୍ବର ମାସରେ ସ୍ୱତନ୍ତ୍ର...

ନର୍ସ ପୁନଃ ପାଲଟିଲେ ଡାକ୍ତର, ପୁଣି ଆଉ ଏକ ପ୍ରସୂତିଙ୍କ ସହ ଶିଶୁର ମୃତ୍ୟୁ

ରିପୋର୍ଟ: ସନ୍ତୋଷ ନାୟକ // ବଲାଙ୍ଗୀର, ତା୦୨-୦୨): ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲର ପ୍ରସୂତୀ ବିଭାଗରେ ଉତ୍ତେଜନା ସୃଷ୍ଟି ହୋଇଛି । ଚିକିତ୍ସା ଅବହେଳା ଓ ଡ଼ାକ୍ତର ଙ୍କ ବଦଳରେ ନର୍ସ...

ପରୀ ହତ୍ୟା ମାମଲା ର ୪ର୍ଥ ରିପୋର୍ଟ ଦାଖଲ କରିପାରିନାହିଁ ଏସ.ଆଇ.ଟି

ରିପୋର୍ଟ: ସନ୍ତୋଷ ନାୟକ // ଭୁବନେଶ୍ୱର, ତା୦୨-୦୨): ବହୁଚର୍ଚିତ ପରି ହତ୍ୟା ମାମଲାର ତୃତୀୟ ତଥା ଶେଷ ରିପୋର୍ଟ ଜାନୁଆରୀ ୧୧ ତାରିଖରେ ଦାଖଲ କରିଥିଲା ଏସ୍ଆଇଟି । ଜାନୁଆରୀ ମାସ ଶେଷ ହୋଇଥିବା...

ହାତଭାଗିନୀ ତ୍ରିବାଣୀକୁ ମିଳିପାରୁନି ସରକାରୀ ସୁବିଧା

ରିପୋର୍ଟ: ସୁଶାନ୍ତ ବେହେରା // ହରଭଙ୍ଗା, ବୌଦ୍ଧ(୩୧/୦୧): ଦୁନିଆକୁ ବୁଝିବା ଆଗରୁ ସବୁଦୁଃଖ ଆପଣାଛାଏଁ ଅଜାଡିହେଲା ହାତଭାଗିନୀ ତ୍ରିବେଣୀ ଉପରେ | ଘଟଣା ଘଟିଛି ହରଭଙ୍ଗା ବ୍ଲକ ଧଳପୁର ପାଞ୍ଚୟତ ର ବେଲପଦର ଗାଁ...

ପାଟଣାଗଡ଼ ବିଧାୟକଙ୍କ ପିଛା ଛାଡ଼ୁନି ବିବାଦ, ଜଣଙ୍କୁ ବଦଳି କରି ବିବାଦ ଘରରେ

ରିପୋର୍ଟ: ସନ୍ତୋଷ ନାୟକ // ବଲାଙ୍ଗୀର,ତା୩୧-୦୧) : ବିବାଦ ପିଛା ଛାଡ଼ୁନି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ । ଗୋଟିଏ ବିବାଦ ନ ପଟୁଣୁ ଆଉ ଗୋଟିଏ ବିବାଦ ସୃଷ୍ଟି ହେବାରେ ଲାଗିଛି ।...

ନିଶା ଇଂଜେକସନ ଦେଇ ସାମ୍ବାଦିକଙ୍କୁ ଆକ୍ରମଣ କରି ଲୁୂଟ୍ : ହାତରେ ୬୫ସ୍ଥାନରେ ରହିଛି କଟା ଦାଗ

ରିପୋର୍ଟ: ସନ୍ତୋଷ ନାୟକ // ଭୁବନେଶ୍ୱର,ତା୩୧-୦୧): ରାଜଧାନୀରେ ଜଣେ କାର୍ଯ୍ୟରତ ସମ୍ବାଦିକଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରି ଲୁଟ କରିଛନ୍ତି କିଛି ଦୁର୍ବୁତ । ଯୁବ ସାମ୍ବାଦିକଙ୍କ ଦୁଇ ହାତରେ ୬୫ ସ୍ଥାନରେ...

ଟିଟିଲାଗଡ ରେଳଷ୍ଟେସନରେ ଖୋଲାଖୋଲି ଚାଲିଛି ବେଆଇନ ଟିକଟ ଦଲାଲି

ରିପୋର୍ଟ: ସନ୍ତୋଷ ନାୟକ // ବଲାଙ୍ଗୀର, ତା୩୦-୦୧): ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳ ଷ୍ଟେସନରେ ଦୀର୍ଘ ଦିନ ଧରି ବେଆଇନ ଟିକଟ କାରବାର ଚଳେଇ ଯାତ୍ରୀ ଙ୍କୁ ଶୋଷଣ କରାଯିବା ନେଇ ଜନସେବା ନାମକ...

ରାୟଗଡାରେ ଏକାଦଶତମ ଜିଲ୍ଲା ସ୍ତରୀୟ ମତଦାନ ଦିବସ ପାଳିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୫/୦୧): ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଏକାଦଶତମ ଜିଲ୍ଲା ସ୍ତରୀୟ ମତଦାନ ଦିବସ ପାଳିତ ହୋଇଯାଇଛି l ଏଥିରେ...

ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷ ହତ୍ୟା ଘଟଣା: ୫ ଅଭିଯୁକ୍ତ ଗିରଫ ସହ ବନ୍ଧୁକ, ଅଫୁଟା ଗୁଳି ଜବତ

ରିପୋର୍ଟ: ରାକେଶ ମହାରଣା // ବ୍ରହ୍ମପୁର (୨୫/୦୧): ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ନିର୍ମମ ହତ୍ୟା ଘଟଣାରେ ଗଂଜାମ ପୋଲିସର ସଫଳତା। ଆଜି ଛତ୍ରପୁର...

ସିପିଆଇଏମଏଲ୍ ଲିବେରେସନ୍ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୫/୦୧): ଜାନୁଆରୀ ୨୫ ତାରିଖ ଦିନ ସି ପି ଆଇ (ଏମ ଏଲ) ଲିବରେସନ ତରଫରୁ ପଦ୍ମପୁର ବ୍ଲକ ତେମ୍ବାଗୁଡା ପଞ୍ଚାୟତ ର ମିଲିକା ପାଙ୍ଗା...

ଏକାଦଶତମ ବ୍ଲକ ସ୍ତରୀୟ ଜାତୀୟ ମତଦାନ ଦିବସ ପାଳିତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୨୫/୦୧): ଆଜି ଜେକେପୁର ସ୍ଥିତ ମନୋରଞ୍ଜନ କେନ୍ଦ୍ର ଠାରେ ରାୟଗଡା ପଞ୍ଚାୟତ ସମିତି ତରଫରୁ ଏକାଦଶତମ ବ୍ଲକ ସ୍ତରୀୟ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି। ଏଥିରେ...

ୟୁଏଆଇଏଲ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ପ୍ରଶାସନକୁ ଆମ୍ବୁଲାନ୍ସ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ଼ା/କାଶିପୁର (୨୫/୦୧): ସିଏସ୍‌ଆର୍ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଓ କୋଭିଡ୍ ୧୯ ମହାମାରୀ ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସେବାକୁ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ନେଇ...
- Advertisment -

Most Read